କନକ ବ୍ୟୁରୋ : ଚୀନରେ ବଢୁଥିବା କରୋନା ଭୂତାଣୁ ସ୍ଥିତି ସାରା ବିଶ୍ୱକୁ ଚକିତ କଲାଣି । ଏପରି ସ୍ଥିତିରେ ଚୀନର ପଡୋଶୀ ଦେଶ ନେପାଳ ବଢାଇଛି ସହାୟତାର ହାତ । ଚୀନକୁ ଏକ ଲକ୍ଷ ମାସ୍କ ପଠାଇଛି ନେପାଳ । ସାଧାରଣତଃ ବାୟୁଜନିତ ସଂକ୍ରମଣରେ ଏହା ଅଧିକ ତୀବ୍ର ବେଗରେ ବ୍ୟାପୁଥିବାରୁ ସମସ୍ତ ଲୋକଙ୍କୁ ପ୍ରଥମେ ମାସ୍କ ବ୍ୟବହାର କରିବା ଜରୁରୀ ହୋଇପଡିଛି ।
ଚୀନରେ ଏବେ ଘରୁ ବାହାରିବା ପୁରା ମନା କରାଯାଇଛି । ଏପରି ସ୍ଥିତିରେ ଚୀନର ଲୋକଙ୍କ ବ୍ୟବହାର ପାଇଁ ଏକ ଲକ୍ଷ ମାସ୍କ ପଠାଇଛି ନେପାଳ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/01/skynews-coronavirus-china-virus_4898807.jpg)