‘ଗୋଲମାଲ ୪’ ପରିବାରରେ ନୀଲନୀତିନ !

‘ଗୋଲମାଲ ୪’ ପରିବାରରେ ନୀଲନୀତିନ !

source: koimoi.com

‘ଗୋଲମାଲ ୪’ ପରିବାରରେ ନୀଲ ନୀତିନ ମୁକେଶଙ୍କ ପ୍ରବେଶ । ଯାହାକୁ ନେଇ ଖବର ପ୍ରକାଶ କରିଛନ୍ତି ନିର୍ଦ୍ଦେଶକ ରୋହିତ ସେଠୀ । ତେବେ ରୋହିତଙ୍କ କ୍ୟାମ୍ପରେ ଅଭିନୟର ମୌକା ମିଳିଥିବାରୁ ଖୁବ୍ ଖୁସି ଅଛନ୍ତି ବୋଲି ନୀଲ ନୀତିନ କହିଛନ୍ତି ।

ତେବେ ମଲିଟିଷ୍ଟାରକାଟେ ସହ ପ୍ରସ୍ତୁତ ହେବ ଏହି କମେଡି ଡ୍ରାମା ସିନେମାଟି । ବାହାଘର ଶେଷ ହେବା ପରେ ନୀଲ ନୀତିନ ସୁଟିଂ ଆରମ୍ଭ କରିବେ ବୋଲି କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe