ରଙ୍ଗୀନ ହୋଇଛି ଗୋପାଳପୁର ବେଳାଭୂମି ମହୋତ୍ସବ । ଚତୁର୍ଥ ସଂଧ୍ୟାରେ ବି ନାଚଗୀର ଆସର ଜମିଛି । ସୁମଧୁର ଗୀତରେ ଦର୍ଶକଙ୍କୁ ନଚାଇଛନ୍ତି ବଲିଉଡର କାଲା ଚଷମା ଫେମ୍ ନେହା କକ୍କର । ବେଳାଭୂମି ମହୋତ୍ସବରେ ନେହାଙ୍କ ସୁପରହିଟ ଗୀତ ଦର୍ଶକଙ୍କ ବେଶ୍ ମନୋରଂଜନ କରିଥିଲା । ଶୀତରେ ବି ବିଳମ୍ବିତ ରାତି ଯାଏଁ ନେହାଙ୍କ ସୁମଧୁର ଗୀତକୁ ଦର୍ଶକ ଉପଭୋଗ କରିଥିଲେ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us