ରଙ୍ଗୀନ ହୋଇଛି ଗୋପାଳପୁର ବେଳାଭୂମି ମହୋତ୍ସବ । ଚତୁର୍ଥ ସଂଧ୍ୟାରେ ବି ନାଚଗୀର ଆସର ଜମିଛି । ସୁମଧୁର ଗୀତରେ ଦର୍ଶକଙ୍କୁ ନଚାଇଛନ୍ତି ବଲିଉଡର କାଲା ଚଷମା ଫେମ୍ ନେହା କକ୍କର । ବେଳାଭୂମି ମହୋତ୍ସବରେ ନେହାଙ୍କ ସୁପରହିଟ ଗୀତ ଦର୍ଶକଙ୍କ ବେଶ୍ ମନୋରଂଜନ କରିଥିଲା । ଶୀତରେ ବି ବିଳମ୍ବିତ ରାତି ଯାଏଁ ନେହାଙ୍କ ସୁମଧୁର ଗୀତକୁ ଦର୍ଶକ ଉପଭୋଗ କରିଥିଲେ ।
ଗୋପାଳପୁର ବେଳାଭୂମି ମହୋତ୍ସବରେ ନାଚଗୀତର ଧୂମ । ଦର୍ଶକଙ୍କୁ ସୁମଧୁର ଗୀତରେ ନଚାଇଲେ ବଲିଉଡ ସିଙ୍ଗର କାଲା ଚଷମା ଫେମ ନେହା କକ୍କର
/kanak/media/post_attachments/wp-content/uploads/2017/12/1f3527b2-e856-11e6-a2d8-09470c086dd7.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)