ପୁଣି ଇତିହାସ ରଚିଲେ ନୀରଜ ଚୋପ୍ରା । ଫିନଲ୍ୟାଣ୍ଡର ଟୁର୍କୁରେ ପାଭୋ ନୁର୍ମି କ୍ରୀଡ଼ାରେ ନୀରଜଙ୍କୁ ସ୍ୱର୍ଣ୍ଣ ପଦକ ।

Advertisment
ପୁଣି ଇତିହାସ ରଚିଲେ ନୀରଜ ଚୋପ୍ରା । ଫିନଲ୍ୟାଣ୍ଡର ଟୁର୍କୁରେ ପାଭୋ ନୁର୍ମି କ୍ରୀଡ଼ାରେ ନୀରଜଙ୍କୁ ସ୍ୱର୍ଣ୍ଣ ପଦକ ।

କନକ ବ୍ୟୁରୋ: ପ୍ୟାରିସ୍ ଅଲିମ୍ପିକ୍ସ ପୂର୍ବରୁ ଇତିହାସ ରଚିଲେ ନୀରଜ ଚୋପ୍ରା । ଫିନଲ୍ୟାଣ୍ଡ୍ର ଟୁର୍କୁରେ ପାଭୋ ନୁର୍ମି କ୍ରୀଡ଼ାରେ ନୀରଜଙ୍କୁ ସ୍ୱର୍ଣ୍ଣ ପଦକ । ୨୬ ବର୍ଷୀୟ ନୀରଜ ଏକ ମାତ୍ର ଭାରତୀୟ ଭାବେ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ । ତୃତୀୟ ପ୍ରୟାସରେ ସେ ଫିଙ୍ଗିଥିବା ୮୫.୯୭ ମିଟର୍ ତାଙ୍କୁ ଶୀର୍ଷରେ ରଖିଥିଲା । ଫିନ୍ଲାଣ୍ଡ୍ର ଟୋନି କିରାନେନ୍ ୮୪.୧୯ ମିଟର ରୌପ୍ୟ ପଦକ ଜିତିଥିବାବେଳେ ତାଙ୍କ ଦେଶର ପ୍ରତିଦ୍ୱନ୍ଦ୍ୱୀ ତଥା ଗତ ବର୍ଷର ବିଜେତା ଓଲିଭର୍ ହେଲାର୍ଣ୍ଡ ୮୩.୯୬ ମିନିଟ୍ ତୃତୀୟ ସ୍ଥାନରେ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe