କନକ ବ୍ୟୁରୋ : ଜାଭଲିନ୍ ଷ୍ଟାର ନୀରଜ ଚୋପ୍ରାଙ୍କ ଆଉ ଏକ ବିଶ୍ୱ କୀର୍ତ୍ତିମାନ । ପ୍ରଥମ ଭାରତୀୟ ଭାବେ ଜିତିଲେ ଡାଇମଣ୍ଡ ଲିଗ୍ ଟାଇଟଲ । ଫାଇନାଲ ରାଉଣ୍ଡରେ ନୀରଜ ୮୮ ପଏଣ୍ଟ ୪୪ ମିଟର ଦୂର ଜାଭେଲିନ୍ ଫିଙ୍ଗି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।

Advertisment

publive-image

ଖରାପ ଆରମ୍ଭ ସତ୍ତ୍ୱେ ଦ୍ୱିତୀୟ ଉଦ୍ୟମରେ ୮୮.୪୪ ମିଟର ଫିଙ୍ଗି ଚାମ୍ପିଅନ୍ ହୋଇଛନ୍ତି ନୀରଜ ଚୋପ୍ରା । ଚେକ ରିପବ୍ଲିକର ଜାକୁବ ଭାଲଡେଜ ସର୍ବାଧିକ ୮୬.୯୪ ମିଟର ଦୂର ଜାଭେଲିନ୍ ଫିଙ୍ଗି ଦ୍ୱିତୀୟ ସ୍ଥାନରେ ରହିଥିଲେ । ଜର୍ମାନୀର ଜୁଲିଆନ ୱେର ସର୍ବାଧିକ ୮୩.୭୩ ମିଟର ଦୂର ଜାଭେଲିନ୍ ଫିଙ୍ଗିଥିଲେ ।