ଭାରତ ଆଗରେ ବିଜୟ ଲକ୍ଷ୍ୟ ୧୬୦, ଅର୍ଶଦୀପଙ୍କୁ ସର୍ବାଧିକ ୩ ୱିକେଟ। 

ଭାରତ ଆଗରେ ବିଜୟ ଲକ୍ଷ୍ୟ ୧୬୦, ଅର୍ଶଦୀପଙ୍କୁ ସର୍ବାଧିକ ୩ ୱିକେଟ। 

କନକ ବ୍ୟୁରୋ: ଭାରତ ଆଗରେ ୧୬୦ ରନର ଲକ୍ଷ୍ୟ ରଖିଲା ପାକିସ୍ତାନ । ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ଟି୨୦ ବିଶ୍ୱକପ ମ୍ୟାଚରେ ପ୍ରଥମେ ବ୍ୟାଟି କରି ୧୫୯ ରନ ସଂଗ୍ରହ କରିଛ ପାକିସ୍ତାନ । ଦଳ ପକ୍ଷରୁ ସାନ ମାସୁଦ ୫୨ ରନ ସଂଗ୍ରହ କରିଥିବା ବେଳେ ଅର୍ଶଦୀପ ସିଂହ ୩୨ ରନ ଦେଇ ୩ ୱିକେଟ ନେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଇଫତିକାର ଅହମ୍ମଦ ୫୧ ରନ କରିଥିଲେ । ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ୩ଟି, ଭୁବନେଶ୍ୱର କୁମାର, ମହମ୍ମଦ ସାମି,  ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe