କନକ ବ୍ୟୁରୋ: ଚାଲିଛି ଗଣତି, ଆସୁଛି ପ୍ରାରମ୍ଭିକ ଟ୍ରେଣ୍ଡ । ଆଉ ପ୍ରାରମ୍ଭିକ ଟ୍ରେଣ୍ଡରେ ମ୍ୟାଜିକ୍ ନମ୍ବର ଛୁଇଁଛି ଏନଡିଏ । ବର୍ତ୍ତମାନ ସୁଦ୍ଧା ୫୩୧ ସିଟର ଟ୍ରେଣ୍ଡ ସାମ୍ନାକୁ ଆସିଥିବାବେଳେ, ୨୮୫ ସିଟରେ ଆଗୁଆ ରହିଛି ଏନଡିଏ । ସେହିପରି ଇଣ୍ଡିଆ ମେଣ୍ଟ ୨୨୩ ଭୋଟରେ ଆଗୁଆ ରହିଛି ଏବଂ ଅନ୍ୟ ୨୩ଟି ସିଟରେ ଆଗୁଆ ରହିଛନ୍ତି । ତେବେ ସରକାର ଗଠନ ପାଇଁ ଗୋଟିଏ ଦଳକୁ ମ୍ୟାଜିକ୍ ନମ୍ବର ପାର୍ ହେବାକୁ ପଡିବ । ଯାହାର ସଂଖ୍ୟା ହେଉଛି ୨୭୩ । ତେବେ ବର୍ତ୍ତମାନ୍ ଟ୍ରେଣ୍ଡ ସୁଦ୍ଧା ଏନଡିଏ ମ୍ୟାଜିକ୍ ନମ୍ବର ପାର୍ କରୁଥିବା ଦେଖିବାକୁ ମିଳୁଛି ।/kanak/media/post_attachments/wp-content/uploads/2024/06/Capture-4.jpg)
ଚାଲିଛି ଗଣତି, ଆସୁଛି ପ୍ରାରମ୍ଭିକ ଟ୍ରେଣ୍ଡ । ପ୍ରାରମ୍ଭିକ ଟ୍ରେଣ୍ଡରେ ମ୍ୟାଜିକ୍ ନମ୍ବର ଛୁଇଁଲା ଏନଡିଏ ।
/kanak/media/post_attachments/wp-content/uploads/2024/06/27-2.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)