ପୁଣି ହଲଚଲ ମହାରାଷ୍ଟ ରାଜନୀତି ,ବିଧାନସଭା ନିର୍ବାଚନ ପୂର୍ବରୁ ଶରଦ ପାୱାରଙ୍କ ବଡ ଦାବି ପଟପରିବର୍ତନ ନେଇ ଏନସିପି ମୁଖ୍ୟଙ୍କ ସଙ୍କେତ

ପୁଣି ହଲଚଲ ମହାରାଷ୍ଟ ରାଜନୀତି ,ବିଧାନସଭା ନିର୍ବାଚନ ପୂର୍ବରୁ ଶରଦ ପାୱାରଙ୍କ ବଡ ଦାବି ପଟପରିବର୍ତନ ନେଇ ଏନସିପି ମୁଖ୍ୟଙ୍କ ସଙ୍କେତ

କନକବ୍ୟୁରୋ:ଏନସିପି ମୁଖ୍ୟ ଶରଦ ପାୱାରଙ୍କ ବଡ ବୟାନ । ଶରଦ କହିଛନ୍ତି ଆଗାମୀ ୪ରୁ ୬ମାସ ମଧ୍ୟରେ ମହାରାଷ୍ଟ୍ର ଲୋକମାନେ ଚାହିଁଲେ ସରକାର ବଦଳାଇପାରିବେ । ଯାହା ପାଇଁ ସେ ଜନତାଙ୍କଠୁ ସମର୍ଥନ ଲୋଡିଛନ୍ତି । ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଶରଦ କହିଥିଲେ ମହାରାଷ୍ଟ୍ରରେ ଯେଉଁ ସମସ୍ୟା ଚାଲିଛି ତାକୁ ବିଜେପି-ଶିବସେନା ଓ ଏନସିପି ମେଂଟ ସମାଧାନ କରିବାକୁ ଅସମର୍ଥ । ତୃଣମୁଳସ୍ତରରେ ମହାଅଘାଡି ମେଂଟ ସମସ୍ୟା ବୁଝେ ଓ ସମାଧାନ ପାଇଁ ପ୍ରତିଶ୍ରୁତିବଦ୍ଧ । ଏଥିପାଇଁ ମହାରାଷ୍ଟ୍ର ଜନତାଙ୍କଠୁ ସହଯୋଗ ଲୋଡିଛନ୍ତି ଶରଦ ପାୱାର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe