କନକ ବ୍ୟୁରୋ: ଫିଲ୍ମ ପ୍ରଯୋଜକ ଗିରଫ । ଓଡ଼ିଶା ଫିଲ୍ମ ପ୍ରଯୋଜକ ସଚ୍ଚିକାନ୍ତ ଜେନାଙ୍କୁ ଗିରଫ କରିଛି ନୟାପଲ୍ଲୀ ପୁଲିସ । ଜମିଜମା ଠକେଇ ଅଭିଯୋଗ ମାମଲାରେ ସଚ୍ଚିକାନ୍ତ ଗିରଫ ହୋଇଛନ୍ତି । ଏମ୍ସ ନିକଟରେ ଜମି ଦେବାକୁ କହି ୨ ଲକ୍ଷ ଟଙ୍କା ଠକେଇ ଘଟଣାରେ ତାଙ୍କୁ ଗିରଫ କରାଯାଇଛି । ସଚ୍ଚିକାନ୍ତ ହେଉଛନ୍ତି ଏହି ମାମଲାର ଚତୁର୍ଥ ଅଭିଯୁକ୍ତ । ପୂର୍ବରୁ ଏହି ମାମଲାରେ ୪ ଜଣଙ୍କୁ ଗିରଫ କରିଥିଲା ନୟାପଲ୍ଲୀ ଥାନା ପୁଲିସ ।
ଫିଲ୍ମ ପ୍ରଯୋଜକଙ୍କୁ ଗିରଫ କଲା ନୟାପଲ୍ଲୀ ପୋଲିସ । ଜମିଜମା ଠକେଇ ଅଭିଯୋଗରେ ଗିରଫ ।
/kanak/media/post_attachments/wp-content/uploads/2024/01/p.jpg)