ବିଜେପି ଛାଡି ବିଜେଡିରେ ମିଶିଲେ ଇରାନୀ ରାୟ । ନୟାଗଡ ରାଜନୀତିରେ ହଲଚଲ ।

Advertisment
ବିଜେପି ଛାଡି ବିଜେଡିରେ ମିଶିଲେ ଇରାନୀ ରାୟ । ନୟାଗଡ ରାଜନୀତିରେ ହଲଚଲ ।

କନକ ବ୍ୟୁରୋ: ନୟାଗଡ ବିଜେପିକୁ ଝଟକା । ବିଜେଡିରେ ଯୋଗଦେଲେ ଇରାନୀ ରାୟ । ଶଙ୍ଖ ଭବନରେ ମିଶ୍ରଣ ପର୍ବରେ ବିଧିବଦ୍ଧ ଭାବେ ଯୋଗଦେଲେ ଇରାନୀ । ଗତ କିଛି ଦିନ ତଳେ ବିଜେପି ଛାଡିଥିଲେ ଇରାନୀ । ୨୦୧୯ରେ ବିଜେପିର ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ ଇରାନୀ ।

publive-image

ତେବେ ବିଜେଡିରେ ମିଶିଲା ପରେ ବିଜେପି ଉପରେ ବର୍ଷିଛନ୍ତି ଇରାନୀ । କହିଛନ୍ତି, ନୟାଗଡରେ ବିଜେପି ପାଇଁ ଅନେକ କିଛି କରିଛି । ହେଲେ ମୋ ପରିଶ୍ରମ ଓ ତ୍ୟାଗର ସମ୍ମାନ ମତେ ମିଳିନି । ମୋ ସହିତ ଅନ୍ୟାୟ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe