ନୟାଗଡ ଦୁର୍ଗାବଜାରରେ ବୋମାମାଡ : ଜଣେ ମୃତ, ୩ ଗୁରୁତର

Advertisment
ନୟାଗଡ ଦୁର୍ଗାବଜାରରେ ବୋମାମାଡ : ଜଣେ  ମୃତ, ୩ ଗୁରୁତର

ନୟାଗଡ : ନୟାଗଡ ଦଶପଲ୍ଲା ଦୁର୍ଗାବଜାରରେ ବୋମାମାଡ । ଏଥିରେ ଜଣଙ୍କର ମୃତୁ୍ୟ ହୋଇଥିବାବେଳେ , ୩ ଜଣ ଗୁରୁତର ହୋଇଛନ୍ତିି । ମେଡିସିନ୍ ଦୋକାନ ଉପରକୁ ଦୁବୁର୍ତ ବୋମାମାଡ କରିଛନ୍ତି । ଗୁରୁତର ବ୍ୟକ୍ତି ମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତି କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe