ନୟାଗଡ : ନୟାଗଡ ଦଶପଲ୍ଲା ଦୁର୍ଗାବଜାରରେ ବୋମାମାଡ । ଏଥିରେ ଜଣଙ୍କର ମୃତୁ୍ୟ ହୋଇଥିବାବେଳେ , ୩ ଜଣ ଗୁରୁତର ହୋଇଛନ୍ତିି । ମେଡିସିନ୍ ଦୋକାନ ଉପରକୁ ଦୁବୁର୍ତ ବୋମାମାଡ କରିଛନ୍ତି । ଗୁରୁତର ବ୍ୟକ୍ତି ମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତି କରାଯାଇଛି ।
ନୟାଗଡ ଦୁର୍ଗାବଜାରରେ ବୋମାମାଡ : ଜଣେ ମୃତ, ୩ ଗୁରୁତର
/kanak/media/post_attachments/wp-content/uploads/2016/04/Nayagarh-_-Bomb.png)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)