ଶୁଣିଲାନି ପ୍ରଶାସନ. . ଅନେଇଲେନି ଲୋକ ପ୍ରତିନିଧି : ନିଜ ଉଦ୍ୟମରେ ପୋଲ ନିର୍ମାଣ କଲେ ଗାଁ ଲୋକେ

Advertisment
ଶୁଣିଲାନି ପ୍ରଶାସନ. .  ଅନେଇଲେନି ଲୋକ ପ୍ରତିନିଧି : ନିଜ ଉଦ୍ୟମରେ ପୋଲ ନିର୍ମାଣ କଲେ ଗାଁ ଲୋକେ

ନୟାଗଡ : ବର୍ଷାଦିନ ଆସିଲେ ଆଖିରୁ ନିଦ ହଜିଯାଏ । ପିଲାମାନେ ସ୍କୁଲ କଲେଜ ଯବେ କେମିତି । ରୋଗୀଟିକୁ ଡାକ୍ତରଖାନା ନିଆଯିବ କେମିତି । ସ୍ଥାୟୀ ପୋଲଟିଏ ପାଇଁ ପ୍ରଶାସନ କି ଲୋକ ପ୍ରତିନିଧି ନଶୁଣିବାରୁ ନିଜ ଉଦ୍ୟମରେ ବାଉଁଶ ପୋଲ ତିଆରି କରିଛନ୍ତି ନୟାଗଡ ଜିଲ୍ଲା ସାନଗୋରଡା ଗାଁ ଲୋକେ । ଅଧିକ ଜାଣିବା ପାଇଁ ଦେଖନ୍ତୁ ଏହି ଭିଡିଓ :

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe