ନୟାଗଡ : ନୟାଗଡ ବରପାଲିରେ ସିରିଜ ଦୁର୍ଘଟଣାକୁ ନେଇ ଉତେଜନା ଦେଖାଦେଇଛି । ମୃତକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା କ୍ଷତିପୂରଣ ଓ ୭ ଦଫା ଦାବି ନେଇ ନୟାଗଡ଼-ଖଣ୍ଡପଡା ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା।
ଗତପାଲି ଖଣ୍ଡପଡ଼ାରୁ ନୟାଗଡ଼ ଆସୁଥିବା ଏଆରଏସଏସ କଂପାନିର ଏକ ହାଇୱା ବରପାଲି ଛକ ନିକଟରେ ୫ଟି ଦୋକନ ଉପରେ ଚଢିଯାଇଥିଲା। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/08/vlcsnap-2016-08-25-10h07m32s075.png)