କନକ ବ୍ୟୁରୋ: କିଛି ଦିନ ବ୍ୟବଧାନରେ ପୁଣି ଦୌରାତ୍ମ୍ୟ ଦେଖାଇଛନ୍ତି ନକ୍ସଲ । ସୀମାନ୍ତ ଝାଡଖଣ୍ଡରେ ରେଳ ଧାରଣାରେ ଉଡାଇଦେବାରୁ ରାଉରକେଲାରେ ଅଟକି ରହିଛି ଏକାଧିକ ଟ୍ରେନ୍ ।
ମନୋହରପୁର ବିରୱାରେ ବିସ୍ଫୋରଣ କରି ରେଳ ଧାରଣା ଉଡାଇଛନ୍ତି ନକ୍ସଲ । ଆଜି ମାଓବାଦୀ ବନ୍ଦ ଡାକରା ଦେବା ସହ ନିଜର ଆଧିପତ୍ୟ ଜାହିର କରିବାକୁ ଏଭଳି କାଣ୍ଡ କରିଥିବା କୁହାଯାଉଛି ।
ନକ୍ସଲ ଉଡାଇଲେ ରେଳ ଧାରଣା । ସୀମାନ୍ତ ଝାଡଖଣ୍ଡରେ ନକ୍ସଲଙ୍କ ଦୌରାତ୍ମ୍ୟ । ରାଉରକେଲାରେ ଅଟକି ରହିଛି ଅନେକ ଟ୍ରେନ୍ ।
/kanak/media/post_attachments/wp-content/uploads/2023/12/train.jpg)