ନାରାୟଣପାଟଣା ପୋଡାପଦର ମଂକିଡ ଗାଁରେ ମାଓବାଦୀଙ୍କ ଲଙ୍କାକାଣ୍ଡ : ପୋଡିଲେ ଜେସିବି ଓ ରନର ମେସିନ

Advertisment
ନାରାୟଣପାଟଣା ପୋଡାପଦର ମଂକିଡ ଗାଁରେ ମାଓବାଦୀଙ୍କ ଲଙ୍କାକାଣ୍ଡ : ପୋଡିଲେ ଜେସିବି ଓ ରନର ମେସିନ

କନକ ବ୍ୟୁରୋ : କୋରାପୁଟ ନାରାୟଣପାଟଣାରେ ଲାଲବାହିନୀର ଲଙ୍କାକାଣ୍ଡ । ପୋଡାପଦର ମଂକିଡ ଗାଁରେ ପୋଡାଜଳା କରିଛନ୍ତି ମାଓବାଦୀ । ଏକ ଠିକା କମ୍ପାନୀର ଜେସିବି ଓ ରନର ମେସିନ ପୋଡି ଦେଇଛନ୍ତି ମାଓବାଦୀ । ମଂକିଡ ଗାଁରେ ନିର୍ମାଣ କରାଯାଉଥିବା ରାସ୍ତାକାମକୁ ବିରୋଧ କରି ଏଭଳି କାଣ୍ଡ କରିଛନ୍ତି ନକ୍ସଲ ।

୧୦ରୁ ଅଧିକ ମାଓବାଦୀ ଗତକାଲି ରାତିରେ ଠିକାଦାର କ୍ୟାମ୍ପରେ ପଶି ଧମକ ଚମକ ଦେବା ସହ ଜେସିବି ଓ ରନର ମେସିନ ନିଆଁ ଲଗାଇ ଦେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe