କନକ ବ୍ୟୁରୋ : କୋରାପୁଟ ନାରାୟଣପାଟଣାରେ ଲାଲବାହିନୀର ଲଙ୍କାକାଣ୍ଡ । ପୋଡାପଦର ମଂକିଡ ଗାଁରେ ପୋଡାଜଳା କରିଛନ୍ତି ମାଓବାଦୀ । ଏକ ଠିକା କମ୍ପାନୀର ଜେସିବି ଓ ରନର ମେସିନ ପୋଡି ଦେଇଛନ୍ତି ମାଓବାଦୀ । ମଂକିଡ ଗାଁରେ ନିର୍ମାଣ କରାଯାଉଥିବା ରାସ୍ତାକାମକୁ ବିରୋଧ କରି ଏଭଳି କାଣ୍ଡ କରିଛନ୍ତି ନକ୍ସଲ ।
୧୦ରୁ ଅଧିକ ମାଓବାଦୀ ଗତକାଲି ରାତିରେ ଠିକାଦାର କ୍ୟାମ୍ପରେ ପଶି ଧମକ ଚମକ ଦେବା ସହ ଜେସିବି ଓ ରନର ମେସିନ ନିଆଁ ଲଗାଇ ଦେଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/02/vlcsnap-2017-02-28-11h17m50s589.png)