ବିଗ୍ ବି ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନବେଲି ନନ୍ଦା ବଲିଉଡର ସବୁଠୁ ଲୋକପ୍ରିୟ ଷ୍ଟାର୍ କିଡ୍ । ବେଶ୍ କିଛି ଦିନ ହେବ ଚର୍ଚ୍ଚା ହେଉଛି ଯେ ନବ୍ୟା ନାୟିକାଭାବେ କ୍ୟାରିଅର୍ ଆରମ୍ଭ କରିବେ । ଏହାକୁ ନେଇ ଚର୍ଚ୍ଚାରେ ଅମିତାଭଙ୍କ ନାତୁଣୀ ନବ୍ୟା ଏବେ କିନ୍ତୁ ନିଜର ହଟ୍ ବିକିନି ଫଟୋ ଇଣ୍ଟରନେଟରେ ସେୟାର୍ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହି ଖବରଟି "ଅମର-ଉଜାଲା'ରେ ପ୍ରକାଶିତ ହୋଇଛି ।
ସେ ଯେଉଁ ଫଟୋ ପୋଷ୍ଟ କରିଛନ୍ତି ସେଥିରେ ତାଙ୍କୁ ନୀଳ ରଙ୍ଗର ବିକିନିରେ ଦେଖିବାକୁ ମିଳିଛି । ସେ ତାଙ୍କର ପରିବାର ଏବଂ ସାଙ୍ଗମାନଙ୍କ ସହିତ ଛୁଟି କାଟିବା ଲାଗି ଯାଇଥିଲୋ ଏହି ସମୟର ଫଟୋ ସେ ପୋଷ୍ଟ କରିଛନ୍ତି ।
ନିକଟରେ ସେ ତାଙ୍କ ୧୯ ତମ ଜନ୍ମ ଦିବସ ପାଳନ କରିଛନ୍ତି । ନବ୍ୟା ତାଙ୍କ ଜନ୍ମ ଦିବସ ଅବସରରେ ସାଙ୍ଗ ମାନଙ୍କ ସହ ଖୁବ ଧୁମଧାମରେ ପାର୍ଟି ଉପଭୋଗ କରିଛନ୍ତି । ଉକ୍ତ ପାର୍ଟିରେ ତାଙ୍କ ବିନ୍ଦାସ ଲୁକ ଦେଖିବାକୁ ମିଳିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/12/navya-naveli_1481518900.jpeg)