ବିଭିନ୍ନ ଦେବୀ ପୀଠରେ ଚାଲିଛି ନବରାତ୍ର ପୂଜା : କରୋନା କଟକଣା ଶହ କଟକ ଚଣ୍ଡିମନ୍ଦିରରେ ପୂଜାର୍ଚ୍ଚନା

ବିଭିନ୍ନ ଦେବୀ ପୀଠରେ ଚାଲିଛି ନବରାତ୍ର ପୂଜା : କରୋନା କଟକଣା ଶହ କଟକ ଚଣ୍ଡିମନ୍ଦିରରେ ପୂଜାର୍ଚ୍ଚନା

କନକ ବ୍ୟୁରୋ : ବିଭିନ୍ନ ଦେବୀ ପୀଠରେ ଚାଲିଛି ନବରାତ୍ର ପୂଜା । କରୋନା କଟକଣା ଶହ କଟକ ଚଣ୍ଡିମନ୍ଦିରରେ ପୂଜାର୍ଚ୍ଚନା । ଆଉ ଦିନ କେଇଟା ପରେ ଧରାପୁଷ୍ଠକୁ ଆଗମନ କରିବେ ଜଗତଜନନୀ ମାଆ ଦୁର୍ଗା । ଏଥିପାଇଁ ବିଭିନ୍ନ ଦେବୀ ପୀଠରେ ଆରମ୍ଭ ହୋଇଯାଇଛି ନବରାତ୍ରୀ ପୁଜା । କଟକର ଅଧିଷ୍ଠତ୍ରୀ ଦେବୀ ମାଆ କଟକ ଚଣ୍ଡୀଙ୍କର ମଧ୍ୟ ନବରାତ୍ର ପୂଜା ଚାଲିଛି । ଯାହା ପାଇଁ ମାଆଙ୍କୁ ପ୍ରତିଦିନ ବିଭିନ୍ନ ବେଶ କରାଯାଉଛି । ଆଜି ମାଆ ଷୋଡଷୀ ବେଶରେ ଦର୍ଶନ ଦେବେ । ଅପରାହ୍ଣରେ ମାଆଙ୍କର ଏହି ବେଶ କରାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe