କଟକ ଚଣ୍ଡୀଙ୍କ ପୀଠରେ ନବରାତ୍ର ପୂଜା : ଆଜି ଷୋଡଶୀ ବେଶରେ ଦର୍ଶନ ଦେବେ ମା’

କଟକ ଚଣ୍ଡୀଙ୍କ ପୀଠରେ ନବରାତ୍ର ପୂଜା : ଆଜି ଷୋଡଶୀ ବେଶରେ ଦର୍ଶନ ଦେବେ ମା’

କନକ ବ୍ୟୁରୋ : ଆରମ୍ଭ ହୋଇଛି ମା’ଙ୍କ ନବଦିନାତ୍ମକ ପୂଜା । କଟକର ଆରାଧ୍ୟ ଦେବୀ କଟକ ଚଣ୍ଡୀଙ୍କ ପୀଠରେ ନବରାତ୍ର ପୂଜା ଚାଲିଛି । ଗତକାଲି ମା’ କଟକ ଚଣ୍ଡୀ ନାରାୟଣୀ ବେଶରେ ଦର୍ଶନ ଦେଇଛନ୍ତି । ଆଜି ମା’ ଷୋଡଷୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ । ଦଶହରା ପର୍ଯ୍ୟନ୍ତ ବିଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମା’ । ମା’ଙ୍କ ଏହି ବେଶ ଦର୍ଶନ କରିବା ପାଇଁ ଶତାଧିକ ଭକ୍ତଙ୍କ ଭିଡ ଜମୁଛି । ସକାଳୁ ସକାଳୁ ମଧ୍ୟ ଭକ୍ତ ମା’ଙ୍କୁ ଦର୍ଶନ କରିବା ପାଇଁ ପହଞ୍ଚିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe