ନବୀନ ଓ ଧର୍ମେନ୍ଦ୍ରଙ୍କ ସମ୍ବଲପୁର କାର୍ଯ୍ୟକ୍ରମରେ କାଂଟଛାଂଟ : ମାତ୍ର ୬ ମିନିଟ ପାଇଁ ଏକାଠି ହେବେ ଦୁଇ ନେତା

ନବୀନ ଓ ଧର୍ମେନ୍ଦ୍ରଙ୍କ ସମ୍ବଲପୁର କାର୍ଯ୍ୟକ୍ରମରେ କାଂଟଛାଂଟ : ମାତ୍ର ୬ ମିନିଟ ପାଇଁ ଏକାଠି ହେବେ ଦୁଇ ନେତା

କନକ ବ୍ୟୁରୋ : ନବୀନ ବନାମ ଧର୍ମେନ୍ଦ୍ର । ଆସନ୍ତା ୧୯ ତାରିଖରେ ସମ୍ବଲପୁରରେ ଦୁଇ ନେତାଙ୍କ କାର୍ଯ୍ୟକ୍ରମରେ କାଂଟଛାଂଟ କରାଯାଇଛି । ଏଠାରେ ହେବାକୁ ଥିବା ପାସପୋର୍ଟ ସେବା କେନ୍ଦ୍ରର ଉଦଘାଟନ କରିବେ ଦୁଇ ନେତା । କିନ୍ତୁ ମାତ୍ର ୬ ମିନିଟରେ କାର୍ଯ୍ୟକ୍ରମ ସାରିବାକୁ କହିଛି ଜିଲ୍ଲା ପ୍ରଶାସନ । କାର୍ଯ୍ୟକ୍ରମରେ ଏପରି କାଂଟଛାଂଟକୁ ନେଇ ଏବେ ସରଗରମ ଚର୍ଚ୍ଚା ।

ଏହା ସହ ଦେଖନ୍ତୁ ଏହି ଭିଡିଓ -

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe