କନକ ବ୍ୟୁରୋ : ନବୀନ ବନାମ ଧର୍ମେନ୍ଦ୍ର । ଆସନ୍ତା ୧୯ ତାରିଖରେ ସମ୍ବଲପୁରରେ ଦୁଇ ନେତାଙ୍କ କାର୍ଯ୍ୟକ୍ରମରେ କାଂଟଛାଂଟ କରାଯାଇଛି । ଏଠାରେ ହେବାକୁ ଥିବା ପାସପୋର୍ଟ ସେବା କେନ୍ଦ୍ରର ଉଦଘାଟନ କରିବେ ଦୁଇ ନେତା । କିନ୍ତୁ ମାତ୍ର ୬ ମିନିଟରେ କାର୍ଯ୍ୟକ୍ରମ ସାରିବାକୁ କହିଛି ଜିଲ୍ଲା ପ୍ରଶାସନ । କାର୍ଯ୍ୟକ୍ରମରେ ଏପରି କାଂଟଛାଂଟକୁ ନେଇ ଏବେ ସରଗରମ ଚର୍ଚ୍ଚା ।
ଏହା ସହ ଦେଖନ୍ତୁ ଏହି ଭିଡିଓ -
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/Screen-shot-2017-03-17-at-8.11.16-PM.png)