ସଂଗ୍ରାମୀ ପରିବାର ନିଖୋଜ ଘଟଣା : ସସମ୍ମାନେ ଘରେ ଛାଡିବାକୁ ବାଲେଶ୍ୱର ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

Advertisment
ମୁଁ ସଂପୂର୍ଣ୍ଣ ସୁସ୍ଥ ! ନିଜ ସ୍ୱାସ୍ଥ୍ୟାବସ୍ଥା ନେଇ ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ : ସ୍ୱାଧୀନତା ସଂଗ୍ରାମୀଙ୍କ ଦାୟାଦ ହଟହଟା ହେବା ନେଇ ଖବର ପ୍ରସାରଣ ପରେ ଉଦବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ସସମ୍ମାନେ ସଂଗ୍ରାମୀଙ୍କ ପରିବାରକୁ ଘରେ ଛାଡିବାକୁ ବାଲେଶ୍ୱର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ ।

ସେପଟେ ଘଟଣାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାରକୁ ଅମର୍ଯ୍ୟାଦା ପ୍ରସଙ୍ଗରେ ବିଜେପିକୁ କଡା ସମାଲୋଚନା କରିଛି ବିଜେଡି । ଦଳର ମୁଖପାତ୍ର ପ୍ରତାପ ଦେବ ବିଜେପିର ଏଭଳି କାର୍ଯ୍ୟକ୍ରମକୁ ଶସ୍ତା ରାଜନୀତି ବୋଲି କହି ପ୍ରଶ୍ନ କରିଛନ୍ତି । ସେପଟେ ବିଜେଡି ସମାଲୋଚନାର ଜବାବ ରଖିଛି ବିଜେପି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe