ଆଜି ସଂଧ୍ୟା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହଠାତ୍ ଆପୋଲୋ ହସ୍ପିଟାଲରେ ପହଂଚିଥିଲେ । ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଯୁଗ୍ମ ସଚିବ ସୁରଞ୍ଜନ ଶତପଥୀଙ୍କୁ ନବୀନ ଭେଟିବାକୁ ଯାଇଥିଲେ । ଗତ କିଛି ମାସ ଧରି ଗୁରୁତର ଅସୁସ୍ଥ ଅବସ୍ଥାରେ ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ସୁରଞ୍ଜନ ।
କାହିଁକି ଆପୋଲୋ ହସ୍ପିଟାଲ୍ ଗଲେ ନବୀନ୍ !
/kanak/media/post_attachments/wp-content/uploads/2017/05/Capture1-1.jpg)