ନିଜ ପାରମ୍ପରିକ ଆସନରେ ପୁଣି ବାଜିମାତ୍ କଲେ ନବୀନ ପଟ୍ଟନାୟକ । ହିଞ୍ଜିଳିରେ ହେଲେ ବିଜୟୀ ।

Advertisment
ନିଜ ପାରମ୍ପରିକ ଆସନରେ ପୁଣି ବାଜିମାତ୍ କଲେ ନବୀନ ପଟ୍ଟନାୟକ । ହିଞ୍ଜିଳିରେ ହେଲେ ବିଜୟୀ ।

କନକ ବ୍ୟୁରୋ: ହିଞ୍ଜିଳିରେ ଜିତିଲେ ନବୀନ । ନିଜ ପାରମ୍ପରିକ ଆସନରୁ ଜିତିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେପିର ଶିଶିର ମିଶ୍ରଙ୍କୁ ହରାଇ ବିଜୟୀଲାଭ କଲେ ନବୀନ ପଟ୍ଟନାୟକ । ପ୍ରାୟ ୪ ହଜାରରୁ ଅଧିକ ଭୋଟରେ ନବୀନ ଜିତିଥିବା ସୂଚନା ମିଳିଛି । ତେବେ ୨୦୦୦ ମସିହାରୁ ଲଗାତାର ଭାବେ ହିଞ୍ଜିଳି ଆସନରୁ ଜିତି ଆସୁଛନ୍ତି ନବୀନ । ଆଉ ୨୦୨୪ରେ ମଧ୍ୟ ବିଜୟ ଧାରା ବଜାୟ ରଖିଛନ୍ତି ବିଜେଡି ସୁପ୍ରିମୋ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe