କନକ ବ୍ୟୁରୋ: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ କହିବା ସମୟରେ ମାଇକ ଏବଂ କ୍ୟାମେରା ବନ୍ଦ କରାଯାଇଥିବା ଅଭିଯୋଗ ଆଣିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମଳା ମଲ୍ଲିକ। ବିଜୁ ଜନତା ଦଳ ଏହାକୁ ନିନ୍ଦା କରିଛି ବୋଲି ସେ କହିଛନ୍ତି । ଏନେଇ ଵାଚସ୍ପତିଙ୍କୁ ଲିଖିତ ଆକାରରେ ଜଣାଇଛୁ ବୋଲି କହିଛନ୍ତି ପ୍ରମିଳା ।
ବିଧାନସଭାରେ ନବୀନ ପଟ୍ଟନାୟକ କହିବା ବେଳେ ମାଇକ୍ କାଟି ଦିଆଯିବା ଅଭିଯୋଗ: ଘଟଣାକୁ ବିଜୁ ଜନତା ଦଳର ନିନ୍ଦା
/kanak/media/post_attachments/wp-content/uploads/2024/07/1-36.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)