କନକ ବ୍ୟୁରୋ: କଣ୍ଟାବାଞ୍ଜି ଆସନରୁ ପରାସ୍ତ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗଙ୍କଠାରୁ ହେଲେ ପରାସ୍ତ । ୧୬ ହଜାର ୩୪୪ ଭୋଟରେ ପରାଜିତ ହେଲେ ନବୀନ ପଟ୍ଟନାୟକ । ନବୀନ ହିଞ୍ଜିଳି ପରେ ଏହା ଦ୍ୱିତୀୟ ଆସନ ଯେଉଁଥିରୁ ପ୍ରାର୍ଥୀ ହୋଇଥିଲେ । ହିଞ୍ଜିଳ ଆସନରୁ ନବୀନ ବିଜୟୀ ହୋଇଥିବା ବେଳେ କଣ୍ଟାବାଞ୍ଜିରୁ ପରାସ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ବିଜେପି ବହୁମତ ଆଡକୁ ଗତି କରୁଛି । ବିଜେପି ୭୮ ଆସନରେ ଆଗୁଆ ରହିଥିବା ବେଳେ ବିଜେଡି ୫୧ରେ ଆଗୁଆ ରହିଛି ।
କଣ୍ଟାବାଞ୍ଜିରୁ ହାରିଲେ ନବୀନ ପଟ୍ଟନାୟକ: ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗଙ୍କଠାରୁ ହେଲେ ପରାସ୍ତ
/kanak/media/post_attachments/wp-content/uploads/2024/06/15-4.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)