କନକ ବ୍ୟୁରୋ: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏଥର ଓଡିଶା ବିଧାନସଭାରେ ନୂଆ ଭୂମିକାରେ ନଜର ଆସିବେ । ବିରୋଧୀ ଦଳ ନେତା ଭାବେ ନବୀନ ପଟ୍ଟନାୟକଙ୍କ ନାଁକୁ ପ୍ରସ୍ତାବ ଦେଇଛନ୍ତି ଦଳୀୟ ନେତା । ଫଳରେ ନବୀନ ବିରୋଧୀ ଦଳ ନେତା ହେବା ସମ୍ଭାବନା ବଢିଯାଇଛି । ସେହିପରି ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ ବିରୋଧୀ ଦଳ ମୁଖ୍ୟ ସଚେତକ ଭାବେ ଦେଖିବାକୁ ମିଳିପାରେ । ଏବଂ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିରୋଧୀ ଦଳ ଉପନେତା କରିବାକୁ ବିଜେଡି ଯୋଜନା କରୁଛି ।
ନବୀନ ପଟ୍ଟନାୟକ ହୋଇପାରନ୍ତି ବିରୋଧୀ ଦଳ ନେତା । ନବୀନଙ୍କ ନାଁ ପ୍ରସ୍ତାବ ଦେଲେ ଦଳୀୟ ନେତା ।
/kanak/media/post_attachments/wp-content/uploads/2024/06/4-11.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)