କନକ ବ୍ୟୁରୋ : ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ଏପ୍ରିଲରେ ୩ ଦିନ ପାଇଁ ଆସୁଛନ୍ତି ଶାହ । ବିଜେପି ନେତା କେଭି ସିଂହ ଦେଓ ଏନେଇ ସୂଚନା ଦେଇଛନ୍ତି । ସାଂଗଠନିକ ଶକ୍ତି ବୃଦ୍ଧି ନେଇ ଦଳୀୟ ନେତାଙ୍କ ସହ ଶାହ ଆଲୋଚନା କରିବେ । ଏହା ସହ ବୁଥ ସ୍ତରକୁ ଯାଇ ତଦାରଖ କରିବେ ଏବଂ କର୍ମୀ ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।
ଓଡିଶା ଆସୁଛନ୍ତି ବିଜେପି ଅଧ୍ୟକ୍ଷ ଅମିତ ଶାହ ! ସାଂଗଠନିକ ଶକ୍ତି ବୃଦ୍ଧି ନେଇ ନେତାଙ୍କ ସହ କରିବେ ଆଲୋଚନା
/kanak/media/post_attachments/wp-content/uploads/2017/03/vlcsnap-2017-03-21-17h42m01s230.png)