ଟ୍ରେଣ୍ଡିଙ୍ଗରେ ବିଜେଡିକୁ ବହୁମତ, ନବୀନଙ୍କୁ ଶୁଭେଚ୍ଛା ଜଣାଇଲେ ନରେନ୍ଦ୍ର ମୋଦି, ଆଗାମୀ ଶାସନକାଳ ପାଇଁ ଦେଲେ ଅଜସ୍ର ଅଭିନନ୍ଦନ ।

Advertisment
ଟ୍ରେଣ୍ଡିଙ୍ଗରେ ବିଜେଡିକୁ ବହୁମତ, ନବୀନଙ୍କୁ ଶୁଭେଚ୍ଛା ଜଣାଇଲେ ନରେନ୍ଦ୍ର ମୋଦି, ଆଗାମୀ ଶାସନକାଳ ପାଇଁ ଦେଲେ ଅଜସ୍ର ଅଭିନନ୍ଦନ ।

କନକ ବ୍ୟୁରୋ: ନିର୍ଣ୍ଣାୟକ ଫଳାଫଳ ପୂର୍ବରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଲେ ନରେନ୍ଦ୍ର ମୋଦି । ନିଜ ଅଫିସିଆଲ ଟ୍ୱିଟର ପେଜ୍ ଜରିଆରେ ନବୀନଙ୍କୁ ପଞ୍ଚମଥର ପାଇଁ ଓଡ଼ିଶାରେ ବିଜୟ ତିଳକ ପିନ୍ଧିଥିବାରୁ ଅଭିନନ୍ଦନ ଜଣାଇଛନ୍ତି ମୋଦି । ଏହାସହ ଆସନ୍ତା ଶାସନକାଳ ପାଇଁ ନବୀନଙ୍କୁ ଅଜଶ୍ର ଶୁଭେଚ୍ଛା ଜଣାଇଛନ୍ତି ମୋଦି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe