କନକ ବ୍ୟୁରୋ: ନିର୍ଣ୍ଣାୟକ ଫଳାଫଳ ପୂର୍ବରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଲେ ନରେନ୍ଦ୍ର ମୋଦି । ନିଜ ଅଫିସିଆଲ ଟ୍ୱିଟର ପେଜ୍ ଜରିଆରେ ନବୀନଙ୍କୁ ପଞ୍ଚମଥର ପାଇଁ ଓଡ଼ିଶାରେ ବିଜୟ ତିଳକ ପିନ୍ଧିଥିବାରୁ ଅଭିନନ୍ଦନ ଜଣାଇଛନ୍ତି ମୋଦି । ଏହାସହ ଆସନ୍ତା ଶାସନକାଳ ପାଇଁ ନବୀନଙ୍କୁ ଅଜଶ୍ର ଶୁଭେଚ୍ଛା ଜଣାଇଛନ୍ତି ମୋଦି ।

Advertisment