କନକ ବ୍ୟୁରୋ: ଖବର ସରବରାହ ସଂସ୍ଥା ଏଏନଆଇକୁ ସାକ୍ଷାତକାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ସାକ୍ଷାତକାରରେ ମୋଦୀ ୟୁପି କଥା କହିଛନ୍ତି । ସେ କହିଛନ୍ତି, ୟୁପି ପାଇଁ ଯୋଗୀଙ୍କ ଯୋଜନା ପ୍ରଶଂସନୀୟ । ପୂର୍ବରୁ ୟୁପିରେ ମାଫିଆ ଇସାରାରେ ସରକାର ଚାଲୁଥିଲା । ଏବେ ୟୁପିର ଝିଅ ସନ୍ଧ୍ୟା ପରେ ବି ବାହାରକୁ ବାହାରି ପାରୁଛି । ଏବେ ୟୁପିରେ ଅସାମାଜିକ ବ୍ୟକ୍ତି ଆତ୍ମସମର୍ପଣ କରୁଛନ୍ତି ।
ମୋଦୀ କହିଲେ ୟୁପି କଥା: ‘ପୂର୍ବରୁ ୟୁପିରେ ଚାଲୁଥିଲା ମାଫିଆ ରାଜ୍, ଏବେ ଅପରାଧ କରିବାକୁ ଭୟ କରୁଛନ୍ତି ଅପରାଧୀ’
/kanak/media/post_attachments/wp-content/uploads/2022/02/35-5.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)