ନୂଆକଥା ନୁହେଁ ଜିଡିପି କମିବା, ସୁଦୃଢ ରହିଛି ଅର୍ଥନୀତି ! ସମାଲୋଚକଙ୍କୁ ମୋଦିଙ୍କ ମୁହଁତୋଡ ଜବାବ

Advertisment
ବିଜେପି ସାଂସଦ ଓ ବିଧାୟକଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସତର୍କବାଣୀ ! ଗଣମାଧ୍ୟମକୁ କୌଣସି ମସଲା ଦିଅନାହିଁ

Image Courtesy : http://chalknslate.com

କନକ ବ୍ୟୁରୋ : ମନ୍ଥର ଅର୍ଥନୀତିକୁ ସମାଲୋଚନା କରୁଥିବା ନେତାଙ୍କୁ ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କଂପାନୀ ସେକ୍ରେଟାରୀଙ୍କ ସୁବର୍ଣ୍ଣ ଜୟନ୍ତୀ ଅବସରରେ ମୋଦି କହିଛନ୍ତି, ଜିଡିପି କମିବା କିଛି ନୂଆ କଥା ନୁହେଁ । ୟୁପିଏ ସରକାର ଅମଳରେ ୮ ଥର ଖସିଛି ଜିଡିପି ।

ତେବେ ଭାରତର ଅର୍ଥନୀତି ବର୍ତମାନ ସୁଦୃଢ ରହିଥିବା କହିଛନ୍ତି ପ୍ରଧାମମନ୍ତ୍ରୀ । ବିମୁଦ୍ରାକରଣ ଏକ ସାହାସିକ ପଦକ୍ଷେପ । କଳାଧନ ଠୁଳ କରିବା ଏବେ ଆଉ ସହଜ ହେଉନାହିଁ । ସେହିପରି ଜିଏସଟି ନେଇ ଉପୁଜୁଥିବା ସମସ୍ୟା ଉପରେ ଜିଏସଟି କାଉନସିଲ ଅନୁଧ୍ୟାନ କରିବ । ଆବଶ୍ୟକ ପଡ଼ିଲେ କିଛି ପରିବର୍ତନ ଅଣାଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe