ବୁଣାକାରଙ୍କୁ ଦରଦ

ବୁଣାକାରଙ୍କୁ ଦରଦ

ସମ୍ବଲପୁର ବ୍ୟୁରୋ, କନକ ନ୍ୟୁଜ୍ : ସମ୍ବଲପୁରୀ ବୁଣାକାରଙ୍କୁ ଦରଦ ଦେଖାଇଛନ୍ତି ମୋଦି । ବିଶ୍ୱପ୍ରସିଦ୍ଧ ବାନ୍ଧକଳାର ନକଲି ବଜାର ରୋକିବାକୁ ବୁଣାକାରମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଥିଲେ । ବରଗଡ ଗସ୍ତରେ ଆସିଥିବା ବେଳେ ଏ ନେଇ ସ୍ମାରକପତ୍ର ବି ଦେଇଥିଲେ । ଆଉ ବୁଣାକାରଙ୍କ ସ୍ୱାର୍ଥରକ୍ଷା କରିବାକୁ ମୋଦି, ବରଗଡ ପଠାଇଛନ୍ତି କେନ୍ଦ୍ରୀୟ ଟିମ୍ । ଏହି ଟିମ୍ ଜିଲ୍ଲାର ବିଭିନ୍ନ ଜାଗା ବୁଲି ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe