ଭୁବନେଶ୍ୱରରେ ଚାଲିଛି ବେଧଡକ ନିଶାକାରବାର : ଚୋରା ଗଞ୍ଜେଇ ଓ ବ୍ରାଉନସୁଗାର କବଳରେ ଶିକ୍ଷିତ ଯୁବକ, କନକ ନ୍ୟୁଜ କ୍ୟାମେରାରେ କଏଦ ନିଶାଡିଙ୍କର ସ୍ୱୀକାରୋକ୍ତି

Advertisment
ଭୁବନେଶ୍ୱରରେ ଚାଲିଛି ବେଧଡକ ନିଶାକାରବାର : ଚୋରା ଗଞ୍ଜେଇ ଓ ବ୍ରାଉନସୁଗାର କବଳରେ ଶିକ୍ଷିତ ଯୁବକ, କନକ ନ୍ୟୁଜ କ୍ୟାମେରାରେ କଏଦ ନିଶାଡିଙ୍କର ସ୍ୱୀକାରୋକ୍ତି

କନକ ବ୍ୟୁରୋ : ରାଜଧାନୀ ସମେତ ସାରା ଓଡିଶାରେ ନିଶାସକ୍ତଙ୍କ ସଂପର୍କରେ ଆପଣ ଅନେକ ଖବର ଶୁଣିଥିବେ । ଖବର କାଗଜରେ, ଟିଭି ଚ୍ୟାନେଲରେ ଆପଣ ଯେଉଁ ଖବର ଦେଖନ୍ତି ସେଥିରେ କ୍ୱଚିତ ନିଶା ଖାଉଥିବା ଲୋକଙ୍କ ମାନସିକତା ଆଉ ଏ ସଂପର୍କୀୟ ଅସଲି କଥା ଦେଖିବା ପାଇଁ ଆଉ ଶୁଣିବା ପାଇଁ ପାଆନ୍ତି । ଯଦି ଆପଣଙ୍କ ମନ ଭିତରେ ପ୍ରଶ୍ନ ଉଠୁଥାଏ- ଜଣେ ନିଶା ଖାଏ କେମିତି?

publive-image

କେଉଁଠି ଚୋରାରେ ଗଞ୍ଜେଇ ଆଉ ବ୍ରାଉନସୁଗାର ମିଳିଥାଏ? ନିଶା ଖାଇଲା ପରେ କଣ ହୁଏ ? ଆଉ ନିଶା ଖାଇଲା ପରେ ମଣିଷ କଣ କରିପାରେ ? ନିଶା ଖାଇବା ପାଇଁ ଟଙ୍କା ମିଳେ କେମିତି ? ଆଉ ନିଶା ଖାଇବା ପରେ ମଣିଷ କି ପ୍ରକାରର ଅପରାଧ କରେ ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe