କନକ ବ୍ୟୁରୋ : ରାଜଧାନୀ ସମେତ ସାରା ଓଡିଶାରେ ନିଶାସକ୍ତଙ୍କ ସଂପର୍କରେ ଆପଣ ଅନେକ ଖବର ଶୁଣିଥିବେ । ଖବର କାଗଜରେ, ଟିଭି ଚ୍ୟାନେଲରେ ଆପଣ ଯେଉଁ ଖବର ଦେଖନ୍ତି ସେଥିରେ କ୍ୱଚିତ ନିଶା ଖାଉଥିବା ଲୋକଙ୍କ ମାନସିକତା ଆଉ ଏ ସଂପର୍କୀୟ ଅସଲି କଥା ଦେଖିବା ପାଇଁ ଆଉ ଶୁଣିବା ପାଇଁ ପାଆନ୍ତି । ଯଦି ଆପଣଙ୍କ ମନ ଭିତରେ ପ୍ରଶ୍ନ ଉଠୁଥାଏ- ଜଣେ ନିଶା ଖାଏ କେମିତି?
କେଉଁଠି ଚୋରାରେ ଗଞ୍ଜେଇ ଆଉ ବ୍ରାଉନସୁଗାର ମିଳିଥାଏ? ନିଶା ଖାଇଲା ପରେ କଣ ହୁଏ ? ଆଉ ନିଶା ଖାଇଲା ପରେ ମଣିଷ କଣ କରିପାରେ ? ନିଶା ଖାଇବା ପାଇଁ ଟଙ୍କା ମିଳେ କେମିତି ? ଆଉ ନିଶା ଖାଇବା ପରେ ମଣିଷ କି ପ୍ରକାରର ଅପରାଧ କରେ ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/Screen-shot-2018-05-11-at-9.11.32-AM.png)
/kanak/media/post_attachments/wp-content/uploads/2018/05/Screen-shot-2018-05-11-at-9.11.45-AM-300x220.png)