କନକ ବ୍ୟୁରୋ : ବିରୋଧୀ ଦଳ ନେତା ନରସିଂହ ମିଶ୍ର ଚାଷୀ ଆତ୍ମହତ୍ୟା ପ୍ରତିକ୍ରିୟା ରଖିଛନ୍ତି । ସରକାରୀ ଦଳ ଯଦି ଚାଷୀ ଆତ୍ମହତ୍ୟା ମାନୁଛି ତାଙ୍କୁ ଧନ୍ୟବାଦ । ହେଲେ କଥା ନକହି କାମରେ ପରିଣତ କରନ୍ତୁ । ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ବରଗଡ ଜିଲ୍ଲା ଗସ୍ତ କରିଛନ୍ତି । ହେଲେ ପୁଣି ଚାଷୀ ଆତ୍ମହତ୍ୟା ଆରମ୍ଭ ହୋଇଥିବା ବେଳେ ସରକାର ନୀରବ ଦ୍ରଷ୍ଟା ସାଜିଥିବା ନରସିଂହ କହିଛନ୍ତି ।
ସେପଟେ ବିଜେଡି ବିଧାୟକ ସୁଶାନ୍ତ ସିଂ ଏନେଇ ଜବାବ ରଖିଛନ୍ତି । ଚାଷୀ ଆତ୍ମହତ୍ୟା କରୁଛନ୍ତି । ହେଲେ ପ୍ରକୃତ କାରଣ କଣ ସେଥିପାଇଁ ତଦନ୍ତ ଆବଶ୍ୟକ ବୋଲି କହିଛନ୍ତି ସୁଶାନ୍ତ ସିଂ ।
ଦେଖନ୍ତୁ ଏହି ଭିଡିଓ -
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-01-12h34m11s198.png)