କନକ ବ୍ୟୁରୋ : ବିଧାନସଭା କାର୍ଯ୍ୟ ପରାମର୍ଶଦାତା କମିଟିରୁ ଇସ୍ତଫା ଦେଲେ ନରସିଂହ ମିଶ୍ର । ବିଧାନସଭା ସଚିବଙ୍କୁ ଇସ୍ତଫା ପତ୍ର ପ୍ରଦାନ କଲେ ନରସିଂହ । ଇସ୍ତଫା ପତ୍ରରେ ଇସ୍ତଫାର କୌଣସି କାରଣ ଉଲ୍ଲେଖ କରିନାହାଁନ୍ତି ନରସିଂହ ମିଶ୍ର ।
ବିଧାନସଭା କାର୍ଯ୍ୟ ପରାମର୍ଶଦାତା କମିଟିରୁ ଇସ୍ତଫା ଦେଲେ ନରସିଂହ ମିଶ୍ର
Advertisment
Follow Us