କନକ ବ୍ୟୁରୋ: ସିଂହଦ୍ୱାରରେ ପହଞ୍ଚିଲା ନନ୍ଦିଘୋଷ ରଥ । ତାଳଧ୍ୱଜ ଏବଂ ଦର୍ପଦଳନ ରଥ ପରେ ସିଂହଦ୍ୱାରରେ ଲାଗିଛି ନନ୍ଦିଘୋଷ ରଥ । ଶରଧାବାଲିରୁ ବାହାରିବା ପରେ ୩ ରଥ ଶେଷରେ ସିଂହଦ୍ୱାର ସମ୍ମୁଖରେ ଲାଗିଛନ୍ତି ।
ବାହୁଡା ଯାତ୍ରା: ସିଂହଦ୍ୱାରରେ ଲାଗିଲା ନନ୍ଦିଘୋଷ ରଥ
Advertisment
Follow Us