କନକ ବ୍ୟୁରୋ: ସିଂହଦ୍ୱାରରେ ପହଞ୍ଚିଲା ନନ୍ଦିଘୋଷ ରଥ । ତାଳଧ୍ୱଜ ଏବଂ ଦର୍ପଦଳନ ରଥ ପରେ ସିଂହଦ୍ୱାରରେ ଲାଗିଛି ନନ୍ଦିଘୋଷ ରଥ । ଶରଧାବାଲିରୁ ବାହାରିବା ପରେ ୩ ରଥ ଶେଷରେ ସିଂହଦ୍ୱାର ସମ୍ମୁଖରେ ଲାଗିଛନ୍ତି ।
ବାହୁଡା ଯାତ୍ରା: ସିଂହଦ୍ୱାରରେ ଲାଗିଲା ନନ୍ଦିଘୋଷ ରଥ
/kanak/media/post_attachments/wp-content/uploads/2023/06/14_00000-3.jpg)
Advertisment