କନକ ବ୍ୟୁରୋ: ଆଜି ପାଇଁ ସରିଲା ରଥଟଣା । ମରିଚିକୋଟ ଛକରେ ଅଟକିଲା ବଡ ଠାକୁରଙ୍କ ରଥ । ରାଜନଅର ସମ୍ମୁଖରେ ରହିଲା ଦେବୀ ସୁଭଦ୍ରାଙ୍କ ରଥ । ସିଂହଦ୍ୱାରଠାରୁ ୨ ପାଦ ଆଗକୁ ବଢିଛି ନନ୍ଦିଘୋଷ । କାଲି ସକାଳୁ ପୁଣି ଆରମ୍ଭ ହେବ ରଥଟଣା । ରଥଯାତ୍ରା ପାଇଁ ଲୋକାରଣ୍ୟ ବଡ ଦାଣ୍ଡ । ଘଣ୍ଟଘଣ୍ଟା, ମୃଦଙ୍ଗ, ହୁଳହୁଳି ଓ ହରିବୋଲରେ କମ୍ପିଲା ଶ୍ରୀକ୍ଷେତ୍ର ।