ଗଡିଲା ନନ୍ଦିଘୋଷ : ଗୁଣ୍ଡିଚା ମନ୍ଦିର ଅଭିମୁଖେ କାଳିଆ ସାଆନ୍ତ

ଆଉ ଅଳ୍ପ ଦିନପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା : ଆସନ୍ତୁ ଜାଣିବା ରଥଯାତ୍ରାର ବିଭିନ୍ନ ନାମ ବିଷୟରେ . . . .

Image Courtesy : http://dekhnews.com

କନକ ବ୍ୟୁରୋ : ବଡଠାକୁର ବଳଭଦ୍ର, ଦେବୀ ସୁଭଦ୍ରାଙ୍କ ପରେ ଜଗନ୍ନାଥଙ୍କ ନନ୍ଦିଘୋଷକୁ ଶ୍ରଦ୍ଧାଳୁ ଟାଣି ନେଉଛନ୍ତି ଗୁଣ୍ଡିଚା ମନ୍ଦିର ଅଭିମୁଖେ । ବିପୁଳ ଶ୍ରଦ୍ଧା ଓ ଭକ୍ତିର ସହ କଳାଠାକୁରଙ୍କ ରଥ ଭିଡିବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe