କନକ ବ୍ୟୁରୋ : ବଡଠାକୁର ବଳଭଦ୍ର, ଦେବୀ ସୁଭଦ୍ରାଙ୍କ ପରେ ଜଗନ୍ନାଥଙ୍କ ନନ୍ଦିଘୋଷକୁ ଶ୍ରଦ୍ଧାଳୁ ଟାଣି ନେଉଛନ୍ତି ଗୁଣ୍ଡିଚା ମନ୍ଦିର ଅଭିମୁଖେ । ବିପୁଳ ଶ୍ରଦ୍ଧା ଓ ଭକ୍ତିର ସହ କଳାଠାକୁରଙ୍କ ରଥ ଭିଡିବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି ।
ଗଡିଲା ନନ୍ଦିଘୋଷ : ଗୁଣ୍ଡିଚା ମନ୍ଦିର ଅଭିମୁଖେ କାଳିଆ ସାଆନ୍ତ
/kanak/media/post_attachments/wp-content/uploads/2017/06/Jagannath-Rath-Yatra-Car-Festival-2015-Photos-Images-Pics.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)