ଏବେ ପୁଣି ଚର୍ଚ୍ଚାରେ ରଜନୀକାନ୍ତ । ଆଗାମୀ ଫିଲ୍ମ ‘କାଲା’ ଜରିଆରେ ଅଭିନୟର କମାଲ ଦେଖେଇବେ ଏହି ସାଉଥ୍ ସୁପରଷ୍ଟାର୍ । ରିପୋର୍ଟ ଅନୁସାରେ , ସବୁଠୁ ଚର୍ଚ୍ଚିତ କଥା ହେଲା , ଏହି ତାମିଲ୍ ଗ୍ୟାଙ୍ଗଷ୍ଟାର ଡ୍ରାମା ଫିଲ୍ମରେ ବଲିଉଡର ଜଣାଶୁଣା ଅଭିନେତା ନାନା ପାଟେକର ଖଳନାୟକ ଭୂମିକାରେ ନଜର ଆସିବେ ।
ମିଳିଥିବା ସୂଚନା ଅନୁସାରେ ,ଏହି ଫିଲ୍ମରେ ନାନା ଜଣେ କ୍ରୁର ରାଜନୈତିକ ନେତା ଭୂମିକାରେ ନଜର ଆସିବେ ଏବଂ ରଜନୀକାନ୍ତଙ୍କ ବିରୋଧି ଭୂମିକାରେ ଅଭିନୟ କରିବେ । ନାନାଙ୍କ ଏହି ଭୂମିକା ଖୁବ୍ ପାୱାରଫୁଲ୍ ହେବ ବୋଲି ଜଣାପଡିଛି । ଆଉ ଏହାକୁ ଦର୍ଶକ ଖୁବ୍ ପସନ୍ଦ କରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/06/rajnikant.jpg)