କନକ ବ୍ୟୁରୋ: ଯାଜପୁର ମେଡିକାଲ କଲେଜର ନାମକରଣ । ଯଯାତି କେଶରୀ ମେଡିକାଲ କଲେଜ ନାଁରେ ହେଲା ନାମିତ । ଓଡିଶା ପ୍ରସିଦ୍ଧ ସୋମବଂଶୀ ରାଜା ହେଉଛନ୍ତି ଯଯାତି କେଶରୀ । ଯଯାତିଙ୍କ ନାଁରେ ନାମିତ ହେଲା ଯାଜପୁର ମେଡିକାଲ କଲେଜ । ନାମକରଣକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।