ଶ୍ରୀମନ୍ଦିରରେ ନାଗାର୍ଜୁନ ବେଶ ପାଇଁ ଆଉ ୨ ଦିନ ବାକି : ଜୋରସୋରରେ ଚାଲିଛି ପ୍ରସ୍ତୁତି 

Advertisment
ଶ୍ରୀମନ୍ଦିରରେ ନାଗାର୍ଜୁନ ବେଶ ପାଇଁ ଆଉ ୨ ଦିନ ବାକି : ଜୋରସୋରରେ ଚାଲିଛି ପ୍ରସ୍ତୁତି 

କନକ ବ୍ୟୁରୋ : ଶ୍ରୀମନ୍ଦିରରେ ନାଗାର୍ଜୁନ ବେଶକୁ ଆଉ ୨ ଦିନ ବାକି । ଏଥିପାଇଁ ପ୍ରସ୍ତୁତି ଜୋରସୋରର ଚାଲିଛି । କରୋନା କଟକଣା ମଧ୍ୟରେ ବିନା ଭକ୍ତରେ ହେବ  ମହାପ୍ରଭୁଙ୍କ ନାଗାର୍ଜୁନ ବେଶ । ଏ ସମ୍ପର୍କରେ ଶେଷ ଆଲୋଚନା ପାଇଁ ଛତିଶା ନିଯୋଗ ବୈଠକ ଆଉ କିଛି ସମୟ ପରେ ବସୁଛି ।

ଗତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ବେଶର ଅନଲାଇନ ବ୍ୟବସ୍ଥା ନେଇ ପ୍ରସ୍ତାବ ଆସିଥିଲା । ଗଜପତି ମହାରାଜ ଏହାକୁ ଗ୍ରହଣ କରିନଥିଲେ ବି  ଅଗ୍ରାହ୍ୟ ବି କରିନଥିଲେ । ଏ ନେଇ ଆଜି ଆଲୋଚନା କରାଯିବ । ଦୀର୍ଘବର୍ଷ ପରେ ପଂଚୁକରେ ନାଗାର୍ଜୁନ ବେଶ ଭଳି ଦୁର୍ଲଭ ବେଶ ପଡୁଥିବାରୁ  ଆଜିର ନିଷ୍ପତି ଉପରେ ସମସ୍ତଙ୍କ ନଜର ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe