କନକ ବ୍ୟୁରୋ: ନଭେମ୍ବର ୨୭ ତାରିଖରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ । ପବିତ୍ର ବିଜୟା ଦଶମୀ ବା ଦଶହରା ଦିନ ଅନୁକୂଳ ପରେ ବେଶ ନିର୍ମାଣ କାମ ଜୋରସୋରରେ ଆଗେଇ ଚାଲିଛି । ନାଗା ବେଶ ପାଇଁ ହାଣ୍ଡିଆ, ତାଟି, ଦାଢି ଆଦି ଆବଶ୍ୟକ ମାପ ଅନୁଯାୟୀ ନିର୍ମାଣ କରାଯିବ । ସୋଲ, ଜରି ,ଜମୁରାରେ ବେଶ କରାଯିବ ।
ଦୀର୍ଘ ୨୬ ବର୍ଷ ପରେ ହେବ ମହାପ୍ରଭଙ୍କ ନାଗାର୍ଜୁନ ବେଶ । ବିଜୟ ଦଶମୀରୁ ବେଶ ନିର୍ମାଣ ଅନୁକୂଳ ପରେ ଜୋରସୋରରେ ଚାଲିଛି ବେଶ କାମ, ହେଲେ ଏଥର ଭକ୍ତ କରିପାରିବେ ନାହିଁ ଦର୍ଶନ ।
Advertisment
Follow Us