କନକ ବ୍ୟୁରୋ : ପ୍ରାଇସ୍, ପ୍ରେଷ୍ଟିଜ୍, ପେନସନ ଦାବିରେ ପୁଣି ରାସ୍ତାକୁ ଓହ୍ଲାଇଲା ନବନିର୍ମାଣ କୃଷକ ସଂଗଠନ । ବାରଙ୍ଗରେ ଆୟୋଜିତ ବ୍ଲକସ୍ତରୀୟ ସମ୍ମିଳନୀ ଗଠନର ରାଜ୍ୟ ସଂଯୋଜକ ଅକ୍ଷୟ କୁମାର ଏବଂ ସଂଗଠନର ଉପଦେଷ୍ଟା ରବି ଦାସ ପ୍ରମୁଖ ଯୋଗଦେଇ ଆନ୍ଦୋଳନକୁ ଜୋରଦାର କରିବା ନେଇ ମତ ରଖିଛନ୍ତି । ବିଭିନ୍ନ ସମୟରେ ଚାଷୀମାନେ ସାମ୍ନା କରୁଥିବା ସମସ୍ୟା ଉପରେ ଏହି ସମ୍ମିଳନୀରେ ଆଲୋଚନା କରାଯାଇଥିଲା । ଏଥିରେ ବାରଙ୍ଗ ବ୍ଲକ୍ ହରିିଅନ୍ତା ପଂଚାୟତର ଶତାଧିକ ଚାଷୀ ଏଥିରେ ସାମିଲ ହୋଇଥିଲେ ।
ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବିରେ ପୁଣି ରାସ୍ତାକୁ ଓହ୍ଲାଇଲା ନବନିର୍ମାଣ କୃଷକ ସଂଗଠନ
/kanak/media/post_attachments/wp-content/uploads/2017/10/vlcsnap-2017-10-04-21h33m45s297.png)