ନବକଳେବର ଉପରେ ନିର୍ମିତ ବୃତଚିତ୍ରରେ ଶୁଭିବ ବିଗ୍ ବି ଙ୍କ ସ୍ୱର । ଏଥିପାଇଁ ସମ୍ମତି ଜଣାଇଛନ୍ତି ସୁପରଷ୍ଟାର ଅମିତାଭ ବଚ୍ଚନ । ୨୦୧୫ ରେ ତିନି ଠାକୁରଙ୍କ ନବକଳେବର ଉସôବକୁ ନେଇ ଓଡିଆ ସିନେ ନିର୍ଦେଶକ ପଦ୍ମଶ୍ରୀ ନୀଳମାଧବ ପଣ୍ଡା ନିର୍ମାଣ କରିଥିଲେ ଡକ୍ୟୁମେଂଟାରୀ ଗଡସ୍ ଓନ୍ ପିପଲ୍ । ଜଗନ୍ନାଥ ସଂସ୍କୃତି ସହ ଓଡିଶାବାସୀଙ୍କ ଭାବାବେଗ କେମିତି ଜଡିତ ତାହା ଏହି ୭୮ମିନିଟର ଫିଲ୍ମରେ ଦେଖାଯାଇଛି । ଏପରିକି ଏହି ବୃତଚିତ୍ରକୁ କାନସ୍ ଫିଲ୍ମ ଫେଷ୍ଟିଭାଲର ଇଣ୍ଡିୟାନ ପ୍ୟାଭିଲିୟନରେ ମଧ୍ୟ ପ୍ରଦର୍ଶିତ କରାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା ।
ବଚ୍ଚନଙ୍କ କଣ୍ଠରେ କାଳିଆ
/kanak/media/post_attachments/wp-content/uploads/2016/05/vlcsnap-2016-05-30-20h01m46s807.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)